Posts

Apple ର ନୂଆ COO ହେଲେ ଭାରତୀୟ ସବିହ ଖାନ୍।

Image
🇮🇳 ଭାରତର୍ ଲାଗି ଗରବର୍ କଥା! ❤️ Apple ର ନୂଆ COO ହେଲେ ଭାରତୀୟ ସବିହ ଖାନ୍। ଆମେ ସବୁ ଜାନୁଛୁଁ ଯେ ଦୁନିଆର୍ ବଡ୍ ବଡ୍ କମ୍ପାନୀମାନଙ୍କୁ ଆମର୍ ଭାରତୀୟମାନେ ହିଁ ଚଲାଉଛନ୍। ଇ ଲିଷ୍ଟ୍ ନେ ଆଗରୁ ତ Microsoft ର ସତ୍ୟା ନଡେଲା ଆଉ Google ର ସୁନ୍ଦର ପିଚାଇ ଜେନ୍ତା ନାଁମାନେ ଥିଲେ। ହେଲେ ଏବେ ଇ ଲିଷ୍ଟ୍ ନେ ଆଉ ଗୁଟେ ନାଁ ଯୁଡି ହେଇଛେ, ମୁରାଦାବାଦ୍ ନେ ଜନମ୍ ହେଇଥିବାର୍ "ସବିହ ଖାନ୍‌" କଁର୍। ଦୁନିଆର୍ ସବୁନୁ ବଡ୍ କମ୍ପାନୀ Apple , ସବିହ ଖାନ୍‌କୁଁ ନିଜର୍ ନୂଆ Chief Operating Officer (COO) ବନେଇଛେ। ସେ ଇ ମାସର୍ ଶେଷେ ଜେଫ୍ ୱିଲିୟମ୍ସକଁର୍ ଜାଗା ନେବେ। ସବିହ, ମୁରାଦାବାଦ୍ ଜେନ୍ତା ଗୁଟେ ଛୋଟ୍ ସହରୁ ବାହାରିକରି ଟେକ୍ନୋଲୋଜିର୍ ଦୁନିଆନେ ଇତ୍କି ବଡ୍ ଜାଗାନେ ପୁହୁଁଚିପାରିଛନ୍, ଯେନଟା ଆମର୍ ସମସ୍ତଙ୍କର୍ ଲାଗି ଗରବ୍ କଥା। 🙏 #SambalpuriNews #Apple #SabihKhan #ProudIndian #IndianCEO #TechGiants #Moradabad #ଗରବର୍_ମୁହୂର୍ତ୍ତ

ପଶ୍ଚିମବଙ୍ଗ ସ୍କୁଲରେ ଛାତ୍ରୀ ସାଙ୍ଗେ ଛିଡ଼ାଖାନି, ସାଙ୍ଗ୍ ମାନେ ବନେଇକରି ଭିଡିଓ କଲେ ଭାଇରାଲ୍!

Image
 ପଶ୍ଚିମବଙ୍ଗର କୁଚବିହାରରେ ସ୍କୁଲ୍ କ୍ଲାସରୁମ୍ ଭିତରେ ଛାତ୍ରୀକେ ମାରପିଟ୍ । ସାଙ୍ଗମାନେ ଭିଡିଓ ବନେଇ ଫେସବୁକରେ କଲେ ପୋଷ୍ଟ । ପୀଡ଼ିତାର୍ ବାପା FIR କଲା ପରେ ମିଲୁଛେ ଧମକ । ପୁରା ଘଟଣା ଜାନବାର୍ ଲାଗି ପଢ଼ୁନ୍ । Keywords/Tags (କୀୱାର୍ଡସ୍): ପଶ୍ଚିମବଙ୍ଗ, କୁଚବିହାର, ସ୍କୁଲ ଘଟଣା, ଛାତ୍ରୀ ଛିଡ଼ାଖାନି, ଭାଇରାଲ୍ ଭିଡିଓ, ଡାକଘୋଡା ହାଇ ସ୍କୁଲ, ସାମ୍ବଲପୁରୀ ଖବର, West Bengal News, Cooch Behar School, Viral Vidoo (H1) ପଶ୍ଚିମବଙ୍ଗ ସ୍କୁଲରେ ଛାତ୍ରୀ ସାଙ୍ଗେ ଛିଡ଼ାଖାନି, ସାଙ୍ଗ୍ ମାନେ ବନେଇକରି ଭିଡିଓ କଲେ ଭାଇରାଲ୍! କୁଚବିହାର, ପଶ୍ଚିମବଙ୍ଗ: ଶିକ୍ଷାର୍ ମନ୍ଦିର କୁହାଯାଉଥିବାର୍ ସ୍କୁଲ ଭିତରେ ଇନସାନିଅତ୍ କେ ଲଜ୍ଜିତ କର୍‌ବାର୍ ନ୍ୟା' ଗୁଟେ ଘଟଣା ସାମ୍ନାକେ ଆସିଛେ । ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ଡାକଘୋଡା ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀର ଛାତ୍ରୀ ସାଙ୍ଗେ କ୍ଲାସରୁମ୍ ଭିତରେ ଛିଡ଼ାଖାନି କରାଯାଇଛେ । ଆହୁରି ଦୁଃଖର୍ କଥା ହେଲା ଯେ, ଘଟଣା ସମିୟରେ ତା'ର ଦୁଇଜଣ ସାଙ୍ଗ୍ ତାକେ ସାହାଯ୍ୟ କର୍‌ବାର୍ ବଦଲେ ପୁରା ଘଟଣାର୍ ଭିଡିଓ ବନାଉଥିଲେ । (H2) ପୁରା ଘଟଣା କ'ଣ? ସୂଚନା ହିସାବେ, ଡାକଘୋଡା ହାଇ ସ୍କୁଲର କ୍ଲାସରୁମ୍ ଭିତରେ ଇସମାଇଲ ନାମକ୍ ଜଣେ ପିଲା, ନବମ ଶ୍ରେଣୀରେ ପଢ଼ୁଥିବାର୍ ଛାତ୍ରୀ ରୀନା (ନାଁ ବଦଲା ଯାଇଛେ) ସାଙ୍ଗେ ଜୋର୍ ଜବରଦସ୍ତି ଆଉ ଛିଡ଼ାଖାନି କରୁଥିଲା ...

ରାହୁଲ ଗାନ୍ଧୀକଁର୍ ସରଲ୍‌ପନ୍

Image
 ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀକଁର୍ ସରଲ୍‌ପନ୍ ଦେଖୁନ୍ ଇ ଫଟୋଥି କାନ୍ଧେ ବେଗ୍ ଝୁଲେଇକରି ଯାଉଥିବାର୍ ଲୋକ୍‌ଟା କେହି ସାଧାରନ୍ ଲୋକ୍ ନାଇଁସେ, ସେ ହେଉଛନ୍ ଦେଶର୍ ସବୁନୁ ବଡ୍ ବିପକ୍ଷୀ ନେତା ରାହୁଲ ଗାନ୍ଧୀ। ଆଜିକାଲି ଲୋକ୍ ମାନେ ଛୋଟ୍ ମୋଟ୍ ଗୁଟେ ବିଧାୟକ ଟେ ବନିଗଲେ ବି ନିଜର୍ ଜିନିଷ୍‌ପତର୍ ଉଠାବାର୍ ଲାଗି ଲୋକ୍ ରଖିଦେଉଛନ୍। ହେଲେ ରାହୁଲ ଗାନ୍ଧୀ, ବିରୋଧୀ ଦଳର୍ ନେତା ଆଉ ଏତେ ବଡ୍ ପଦ୍‌ଥି ଥାଇକରି ବି ନିଜର୍ ବେଗ୍ ନିଜେ ନିଜର୍ ହାତେ ଉଠଉଛନ୍। ଇଟାହିଁ ତ ପରିଚୟ ଆଏ, ଗୁଟେ 'ଡାଉନ୍ ଟୁ ଅର୍ଥ୍' ଆଉ ସବୁନୁ ଭଲ୍ ନେତାକଁର୍। 🔥 ଆପଣମାନଙ୍କର୍ କାଣା କହେବାର୍ ଆଛେ, କମେଣ୍ଟ କରି ଜଣାଉନ୍। #RahulGandhi #Simplicity #DownToEarth #Leader #Congress #SambalpuriNews #Kosli #Odisha

ସାହାସୀ ଝି' ବିନ୍ଦୁ ପ୍ରିୟା

Image
 💇‍♀️💪 ଇଟା ହେଉଛନ୍ ସାହାସୀ ଝି' ବିନ୍ଦୁ ପ୍ରିୟା, ଯିଏ ସମାଜର୍ କଥା ନାଇଁ ଶୁନିକରି ବାପାର୍ ସାହାରା ବନଲେ। ଇଏ ହେଉଛନ୍ ହାଇଦ୍ରାବାଦର୍ ବିନ୍ଦୁ ପ୍ରିୟା। ପାଠ୍ ପଢିଛନ୍ BBA, ହେଲେ ଏହେଦେ ସମ୍ଭାଲୁଛନ୍ ନିଜର୍ ବାପାର୍ ଚୁଲ୍ କଟା ଦୁକାନ୍ (ସେଲୁନ୍)। କଥାଟା ହେଉଛେ ୨୦୧୫ ସାଲର୍। ଯେତେବେଲେ ବିନ୍ଦୁକର୍ ବାପା ରାଜେଶ୍ କେ ବ୍ରେନ୍ ଷ୍ଟ୍ରୋକ୍ ହେଲା, ସେତେବେଲେ ବିନ୍ଦୁ ଥିଲେ ଖାଲି ୧୨ ବରଷ୍ ର୍। ଇ ଦୁକାନ୍ ଟା ହିଁ ତାକର୍ ଘରର୍ ଗୁଜୁରାଣ ମେଣ୍ଟାବାର୍ ଏକ୍‌ମାତ୍ର ଜରିଆ ଥିଲା। ବାପାର୍ ଇ ଅବସ୍ଥା ଦେଖି କରି, ଛୋଟ୍ ଝି' ବିନ୍ଦୁ ନିଜର୍ କାନ୍ଦ୍ ଉପରେ ପୁରା ଘରର୍ ବୋଝ୍ ଉଠେଇ ନେଲେ ଆର୍ ବାପାର୍ ଦୁକାନ୍ ସମ୍ଭାଲବାର୍ କେ ଆଗକେ ଆସଲେ। ହେଲେ ରାସ୍ତାଟା ସହଜ୍ ନାଇଁ ଥିଲା। ଗୁଟେ ଝି' କେ ମରଦ୍ ଲୋକର୍ ଚୁଲ୍ କାଟବାର୍ ଆର୍ ଦାଢି ବନାବାର୍ ଦେଖିକରି ପଡା-ପଡିଶାର୍ ଲୋକ୍ ମାନେ ବହୁତ୍ ବିରୋଧ୍ କଲେ। କେତେ ଥର୍ ଦୁକାନ୍ କେ ଆସୁଥିବାର୍ ଗରାଖ୍ ମାନେ ବି ଏନ୍ତା କଥା କହିଦେଉଥିଲେ ଯେନ୍ଟା ଶୁନବାର୍ ଲାକ୍ ନାଇଁ। ହେଲେ ବିନ୍ଦୁ କାହାରି କଥାକେ କାନ ନାଇଁ ଦେଲେ। ପୁରା ଲଗନ୍ ଆଉ ମନ୍ ଦେଇକରି ନିଜର୍ କାମ୍ କଲେ ଆଉ ଆଏଜ୍ ସମସ୍ତଙ୍କର୍ ଲାଗି ଗୁଟେ ମିସାଲ୍ ବନିଛନ୍। ବିନ୍ଦୁକର୍ ଇ ସାହାସ୍ ଆଉ ଲଗନ୍ କେ ସଲାମ୍। 🙏 ଏନ୍ତା ସାହାସୀ ଝି' ଲାଗି ଗୁଟେ ସେଆର୍ ତ ବନସି। #BinduPriya #ଝିଅରସାହାସ #NariShakti #...