ରାହୁଲ ଗାନ୍ଧୀକଁର୍ ସରଲ୍ପନ୍
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀକଁର୍ ସରଲ୍ପନ୍ ଦେଖୁନ୍
ଇ ଫଟୋଥି କାନ୍ଧେ ବେଗ୍ ଝୁଲେଇକରି ଯାଉଥିବାର୍ ଲୋକ୍ଟା କେହି ସାଧାରନ୍ ଲୋକ୍ ନାଇଁସେ, ସେ ହେଉଛନ୍ ଦେଶର୍ ସବୁନୁ ବଡ୍ ବିପକ୍ଷୀ ନେତା ରାହୁଲ ଗାନ୍ଧୀ।
ଆଜିକାଲି ଲୋକ୍ ମାନେ ଛୋଟ୍ ମୋଟ୍ ଗୁଟେ ବିଧାୟକ ଟେ ବନିଗଲେ ବି ନିଜର୍ ଜିନିଷ୍ପତର୍ ଉଠାବାର୍ ଲାଗି ଲୋକ୍ ରଖିଦେଉଛନ୍।
ହେଲେ ରାହୁଲ ଗାନ୍ଧୀ, ବିରୋଧୀ ଦଳର୍ ନେତା ଆଉ ଏତେ ବଡ୍ ପଦ୍ଥି ଥାଇକରି ବି ନିଜର୍ ବେଗ୍ ନିଜେ ନିଜର୍ ହାତେ ଉଠଉଛନ୍।
ଇଟାହିଁ ତ ପରିଚୟ ଆଏ, ଗୁଟେ 'ଡାଉନ୍ ଟୁ ଅର୍ଥ୍' ଆଉ ସବୁନୁ ଭଲ୍ ନେତାକଁର୍। 🔥
ଆପଣମାନଙ୍କର୍ କାଣା କହେବାର୍ ଆଛେ, କମେଣ୍ଟ କରି ଜଣାଉନ୍।
#RahulGandhi #Simplicity #DownToEarth #Leader #Congress #SambalpuriNews #Kosli #Odisha
Comments
Post a Comment