Apple ର ନୂଆ COO ହେଲେ ଭାରତୀୟ ସବିହ ଖାନ୍।

🇮🇳 ଭାରତର୍ ଲାଗି ଗରବର୍ କଥା! ❤️ Apple ର ନୂଆ COO ହେଲେ ଭାରତୀୟ ସବିହ ଖାନ୍। ଆମେ ସବୁ ଜାନୁଛୁଁ ଯେ ଦୁନିଆର୍ ବଡ୍ ବଡ୍ କମ୍ପାନୀମାନଙ୍କୁ ଆମର୍ ଭାରତୀୟମାନେ ହିଁ ଚଲାଉଛନ୍। ଇ ଲିଷ୍ଟ୍ ନେ ଆଗରୁ ତ Microsoft ର ସତ୍ୟା ନଡେଲା ଆଉ Google ର ସୁନ୍ଦର ପିଚାଇ ଜେନ୍ତା ନାଁମାନେ ଥିଲେ। ହେଲେ ଏବେ ଇ ଲିଷ୍ଟ୍ ନେ ଆଉ ଗୁଟେ ନାଁ ଯୁଡି ହେଇଛେ, ମୁରାଦାବାଦ୍ ନେ ଜନମ୍ ହେଇଥିବାର୍ "ସବିହ ଖାନ୍" କଁର୍। ଦୁନିଆର୍ ସବୁନୁ ବଡ୍ କମ୍ପାନୀ Apple , ସବିହ ଖାନ୍କୁଁ ନିଜର୍ ନୂଆ Chief Operating Officer (COO) ବନେଇଛେ। ସେ ଇ ମାସର୍ ଶେଷେ ଜେଫ୍ ୱିଲିୟମ୍ସକଁର୍ ଜାଗା ନେବେ। ସବିହ, ମୁରାଦାବାଦ୍ ଜେନ୍ତା ଗୁଟେ ଛୋଟ୍ ସହରୁ ବାହାରିକରି ଟେକ୍ନୋଲୋଜିର୍ ଦୁନିଆନେ ଇତ୍କି ବଡ୍ ଜାଗାନେ ପୁହୁଁଚିପାରିଛନ୍, ଯେନଟା ଆମର୍ ସମସ୍ତଙ୍କର୍ ଲାଗି ଗରବ୍ କଥା। 🙏 #SambalpuriNews #Apple #SabihKhan #ProudIndian #IndianCEO #TechGiants #Moradabad #ଗରବର୍_ମୁହୂର୍ତ୍ତ