ସାହାସୀ ଝି' ବିନ୍ଦୁ ପ୍ରିୟା

 💇‍♀️💪 ଇଟା ହେଉଛନ୍ ସାହାସୀ ଝି' ବିନ୍ଦୁ ପ୍ରିୟା, ଯିଏ ସମାଜର୍ କଥା ନାଇଁ ଶୁନିକରି ବାପାର୍ ସାହାରା ବନଲେ।


ଇଏ ହେଉଛନ୍ ହାଇଦ୍ରାବାଦର୍ ବିନ୍ଦୁ ପ୍ରିୟା। ପାଠ୍ ପଢିଛନ୍ BBA, ହେଲେ ଏହେଦେ ସମ୍ଭାଲୁଛନ୍ ନିଜର୍ ବାପାର୍ ଚୁଲ୍ କଟା ଦୁକାନ୍ (ସେଲୁନ୍)।



କଥାଟା ହେଉଛେ ୨୦୧୫ ସାଲର୍। ଯେତେବେଲେ ବିନ୍ଦୁକର୍ ବାପା ରାଜେଶ୍ କେ ବ୍ରେନ୍ ଷ୍ଟ୍ରୋକ୍ ହେଲା, ସେତେବେଲେ ବିନ୍ଦୁ ଥିଲେ ଖାଲି ୧୨ ବରଷ୍ ର୍। ଇ ଦୁକାନ୍ ଟା ହିଁ ତାକର୍ ଘରର୍ ଗୁଜୁରାଣ ମେଣ୍ଟାବାର୍ ଏକ୍‌ମାତ୍ର ଜରିଆ ଥିଲା।


ବାପାର୍ ଇ ଅବସ୍ଥା ଦେଖି କରି, ଛୋଟ୍ ଝି' ବିନ୍ଦୁ ନିଜର୍ କାନ୍ଦ୍ ଉପରେ ପୁରା ଘରର୍ ବୋଝ୍ ଉଠେଇ ନେଲେ ଆର୍ ବାପାର୍ ଦୁକାନ୍ ସମ୍ଭାଲବାର୍ କେ ଆଗକେ ଆସଲେ।


ହେଲେ ରାସ୍ତାଟା ସହଜ୍ ନାଇଁ ଥିଲା। ଗୁଟେ ଝି' କେ ମରଦ୍ ଲୋକର୍ ଚୁଲ୍ କାଟବାର୍ ଆର୍ ଦାଢି ବନାବାର୍ ଦେଖିକରି ପଡା-ପଡିଶାର୍ ଲୋକ୍ ମାନେ ବହୁତ୍ ବିରୋଧ୍ କଲେ। କେତେ ଥର୍ ଦୁକାନ୍ କେ ଆସୁଥିବାର୍ ଗରାଖ୍ ମାନେ ବି ଏନ୍ତା କଥା କହିଦେଉଥିଲେ ଯେନ୍ଟା ଶୁନବାର୍ ଲାକ୍ ନାଇଁ।


ହେଲେ ବିନ୍ଦୁ କାହାରି କଥାକେ କାନ ନାଇଁ ଦେଲେ। ପୁରା ଲଗନ୍ ଆଉ ମନ୍ ଦେଇକରି ନିଜର୍ କାମ୍ କଲେ ଆଉ ଆଏଜ୍ ସମସ୍ତଙ୍କର୍ ଲାଗି ଗୁଟେ ମିସାଲ୍ ବନିଛନ୍।


ବିନ୍ଦୁକର୍ ଇ ସାହାସ୍ ଆଉ ଲଗନ୍ କେ ସଲାମ୍। 🙏

ଏନ୍ତା ସାହାସୀ ଝି' ଲାଗି ଗୁଟେ ସେଆର୍ ତ ବନସି।


#BinduPriya #ଝିଅରସାହାସ #NariShakti #Inspiration #Hyderabad #DaughtersAreAwesome #Sambalpuri #WesternOdisha #ସମ୍ବଲପୁରୀ

Comments

Popular posts from this blog

ପଶ୍ଚିମବଙ୍ଗ ସ୍କୁଲରେ ଛାତ୍ରୀ ସାଙ୍ଗେ ଛିଡ଼ାଖାନି, ସାଙ୍ଗ୍ ମାନେ ବନେଇକରି ଭିଡିଓ କଲେ ଭାଇରାଲ୍!

ରାହୁଲ ଗାନ୍ଧୀକଁର୍ ସରଲ୍‌ପନ୍

Apple ର ନୂଆ COO ହେଲେ ଭାରତୀୟ ସବିହ ଖାନ୍।